ରାଜଧାନୀରେ ଡ୍ରେନ୍‌ ସମ୍ପ୍ରସାରଣ ବାଟ ଫିଟିଲା: ବିଏମ୍‌ସି ନେବ ୧୪ଏକର ଜମି, ଖର୍ଚ୍ଚ ହେବ ୨୨୪କୋଟି

୨୯ଟି ମୌଜାରେ ୧୯୪ଟି ଜମିରୁ ଅଧିଗ୍ରହଣ ହେବ ଭୁବନେଶ୍ୱର : ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ସାଙ୍ଗକୁ କେତେକ ଡ୍ରେନ୍‌ରୁ ଜବରଦଖଲ ଉଚ୍ଛେଦର ଆବଶ୍ୟକତା ଅଛି। ଏଥିପାଇଁ ବିଏମ୍‌ସି ତିନି ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ସଫଳ ହେଉନଥିଲା। ବିଭିନ୍ନ କାରଣରୁ ଅଟକିଯାଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଏବେ ଆରମ୍ଭ ହେବାକୁ ଯାଉଛି। ବିଏମ୍‌ସି … Continue reading ରାଜଧାନୀରେ ଡ୍ରେନ୍‌ ସମ୍ପ୍ରସାରଣ ବାଟ ଫିଟିଲା: ବିଏମ୍‌ସି ନେବ ୧୪ଏକର ଜମି, ଖର୍ଚ୍ଚ ହେବ ୨୨୪କୋଟି